ରାଜ୍ୟରେ ବଢ଼ି ଚାଲିଛି କୁହୁଡି

0

ଆଜି ବି ଉପକୂଳ ଓଡ଼ିଶାରେ ଘନ କୁହୁଡି । କଟକ-ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଘନ କୁହୁଡି ଅନୁଭୂତ ହେଉଛି ।

କୁହୁଡି ଯୋଗୁ ଯାତାୟତ ବାଧାପ୍ରାପ୍ତ ହେଉଛି । ପିପିଲି ଡେଲାଙ୍ଗ ଅଞ୍ଚଳର ଲୋକେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଗମନାଗମନରେ ବାଧା ଉପଜିଛି । କୁହୁଡି ଯୋଗୁ ପରିବା ଚାଷ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଚାଷୀ ଚିନ୍ତାରେ ରହିଛନ୍ତି ।

Leave A Reply

Your email address will not be published.