ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍

0

ନୂଆଦିଲ୍ଲୀ (ଆମ ଟିଭି):  ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାରଖଣ୍ଡ ହାଇକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି । ଅଞ୍ଚଲ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଆଜି ତାଙ୍କର ଜାମିନ ମଞ୍ଜୁର କରିଛନ୍ତି ।

ଏହି ମାମଲାରେ ଜୁନ୍ ୧୩ ତାରିଖରେ ହୋଇଥିଲେ ବି କୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଜଷ୍ଟିସ୍ ରଙ୍ଗନ ମୁଖୋପାଧ୍ୟାୟଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ୍ ମଞ୍ଜୁୂର କରିଛନ୍ତି ।

Leave A Reply

Your email address will not be published.