କୋରାପୁଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

0

କୋରାପୁଟ (ଆମ ଟିଭି): କୋରାପୁଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । କୋରାପୁଟ ଜିଲ୍ଲା ସୁକୁ ବ୍ରିଜ଼ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ଏହି ମାଲବାହୀ ଟ୍ରେନର ଛଅଟି ବଗି ଲାଇନଚ୍ୟୁତ ହୋଇଛି। କୋରାପୁଟ ଷ୍ଟେସନର ଛଅ କିଲୋମିଟର ଦୂର ସୁକୁ ବ୍ରିଜ଼ ନିକଟରେ ହେଇଛି ଲାଇନଚ୍ୟୁତ ହୋଇଛି।

କିରଣ୍ଡୁଲରୁ ବିଶାଖାପାଟଣା ଯାଉଥିବା ବେଳେ ହେଲା ଏହି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଉଭୟପଟୁ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ ବାତିଲ ହୋଇଥିବାର ସୂଚନା ମିଳିଛି।

Leave A Reply

Your email address will not be published.