ଜୟପୁରରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ

0

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଜୟପୁରରେ ପହଂଚିଛନ୍ତି। ଆସନ୍ତାକାଲି ନୂଆଦିଲ୍ଲୀରେ ପାଳନ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ସେ ଜୟପୁରରେ ପହଂଚିବା ପରେ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତାଙ୍କ ସ୍ୱାଗତ କରିଥିଲେ।

Leave A Reply

Your email address will not be published.