ଡିଭାଇନ୍ ଫିଜିଓଥେରାପି ଏବଂ କାଇରୋପ୍ରାକ୍ଟିସ ର ଶୁଭ ଉଦଘାଟନ*

0

ଭୁବନେଶ୍ୱର( ଆମ ଟିଭି):ଡାକ୍ତର ଅସୀମଜିତ ସ୍ୱାଇଁ (ଫିଜିଓଥେରାପିଷ୍ଟ ତଥା କାଇରୋପ୍ରାକ୍ଟର) ଙ୍କ ସ୍ବପ୍ନ ର “ଡିଭାଇନ୍ ଫିଜିଓଥେରାପି ଏବଂ କାଇରୋପ୍ରାକ୍ଟର”, ଲଷ୍ମୀପ୍ରିୟା ଟ୍ୱିନ୍ ସିଟି ଟାୱାର, ପାହାଳ, ଭୁବନେଶ୍ୱର ଠାରେ ଶୁଭ ଉଦଘାଟନ ହୋଇଯାଇଛି l ଏହି ଶୁଭ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରତାପ ଜେନା ,ଶିକ୍ଷାବିତ୍ ଡାକ୍ତର ଅଞ୍ଜଳି ଦେଈ ,ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ ,

ଯୁବ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ପରିଜା ଶିକ୍ଷାବିତ୍ ଚକ୍ରଧର ପ୍ରଧାନ , ଅଧ୍ୟାପକ ଅମରଜିତ ସ୍ୱାଇଁ , ଡାକ୍ତର ସିମ୍ରନ ସ୍ୱାଇଁ, ଡାକ୍ତର ପ୍ରୀତି ସରାଫ, ବ୍ରଜବାସିନୀ ମିଶ୍ର , ଇଂ. ରୀତିଶ ମହାପାତ୍ର, ଡାକ୍ତର ଗୌରୀ ଶଙ୍କର ବେହେରା ଯୋଗଦେଇଥିଲେ l ଡାକ୍ତର ଅସୀମଜିତ ସ୍ୱାଇଁ ଙ୍କର ଏହା ଏକ ଅଭିନଵ ପ୍ରୟାସ, ତାଙ୍କର ଦାବି ବିନା ଔଷଧ, ବିନା ସର୍ଜରୀରେ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଏକମାତ୍ର ନିର୍ଭରଶୀଳ ଘରୋଇ ଚିକିତ୍ସାଳୟ ଡିଭାଇନ୍ ଫିଜିଓଥେରାପି ଏବଂ କାଇରୋପ୍ରାକ୍ଟର l

Leave A Reply

Your email address will not be published.