ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

0

ଭୁବନେଶ୍ବର (ଆମ ଟିଭି): ସୁନା ଏବଂ ରୂପା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ନିରନ୍ତର ପରିବର୍ତ୍ତନ ହେଉଛି। ଆଜି ୧୭ ଫେବୃଆରୀ ସୋମବାର ଦିନ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପା ମୂଲ୍ୟ କ’ଣ ରହିଛି? ଆସନ୍ତୁ ଜାଣିବା

ଭୁବନେଶ୍ଵରରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍- ୧,୫୪,୯୧୦
୨୨ କ୍ୟାରେଟ୍- ୧,୪୨,୦୦୦
୧୮ କ୍ୟାରେଟ୍- ୧,୧୬,୧୮୦

ରୂପା ମୂଲ୍ୟ

ଆଜି ରୂପା ମୂଲ୍ୟ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଆଜି ରୂପା ପ୍ରତି କିଲୋଗ୍ରାମ ୨,୬୫,୦୦୦ ଟଙ୍କାରେ କାରବାର ହେଉଛି।

Leave A Reply

Your email address will not be published.