କହିଲେ, ଆଗକୁ ରାଜନୀତିରେ ଘଟିବ ବଡ ଘଟଣା; ଅମର ଶତପଥୀଙ୍କ ବଡ ବୟାନ

0

ଭୁବନେଶ୍ୱର (ଆମ ଟିଭି): ଆଗାମୀ  ଦିନରେ ରାଜ୍ୟରେ ବଡ଼ ରାଜନୈତିକ ଘଟଣା ଘଟିବ। ଏହା କହିଛନ୍ତି  ପୂର୍ବତନ ବିଧାୟକ ଅମର ଶତପଥୀ । ବର୍ତ୍ତମାନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ସହ ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା ଚାଲିଛି ।  ଖୁବଶୀଘ୍ର ତାଙ୍କର  ରାଜନୈତିକ କାରିଅର ଉପରୁ ପରଦା ହଟିବ ବୋଲି କହିଛନ୍ତି ଅମର ଶତପଥୀ ।

ବଡଚଣାରୁ ବିଧାୟକ ଥିଲେ ଅମର ଶତପଥୀ ,  କିନ୍ତୁ ୨୦୨୦୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା ।  ଅମର ଶତପଥୀଙ୍କ ବଦଳରେ  ବିଜେଡି ବର୍ଷା ପ୍ରିୟଦର୍ଶିନଙ୍କୁ ଟିକେଟ  ଦେଇଥିଲା । କିନ୍ତୁ ସେ ହାରିଯାଇଥିଲେ । ଏହାପରେ ବିଜେଡିରୁ ନିଜକୁ ଦୂରେଇ ନେଇଛନ୍ତି ଅମର ଶତପଥୀ ।

 

Leave A Reply

Your email address will not be published.