ରାଜ୍ୟରେ ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର

0

୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ। ୫ଟି ବିଭାଗର ୧୧ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ। ୩୪୦୦ କୋଟି ଟଙ୍କାର ଅଟଳ ବସ ଷ୍ଟାଣ୍ତ ଯୋଜନା ପାରିତ। ଯୋଜନାରେ ପର୍ଯ୍ୟାୟକ୍ରମେ ୩୧୮ଟି ବସଷ୍ଟାଣ୍ତ ସାମିଲ କରାଯିବ। ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ଵ। ଜଳ ସମ୍ପଦ ବିଭାଗର ୫ଟି ପ୍ରସ୍ତାବକୁ ମଂଜୁରୀ।

 

 

Leave A Reply

Your email address will not be published.