ଲିଙ୍ଗରାଜ ମନ୍ଦିରରେ ଅଘଟଣ: ମହାଦୀପ ଉଠିବା ବେଳେ ଖସିପଡ଼ିଲେ ସେବାୟତ
ମହାଶିବରାତ୍ରି ପାଇଁ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ଥିବା ବେଳେ ମହାଦୀପ ଉଠିବା ସମୟରେ ଘଟିଛି ଅଘଟଣ। ମନ୍ଦିର ଚୂଡ଼ାକୁ ଚଢୁଥିବା ବେଳେ ସେବାୟତ ଖସିପଡିଥିବା ସୂଚନା ମିଳିଛି। ଖସିପଡ଼ି ସେବାୟତ ଆହତ ହୋଇଛନ୍ତି।

Recover your password.
A password will be e-mailed to you.