ଦକ୍ଷିଣ ଆଫ୍ରିକା ସହ ଭାରତୀୟଙ୍କ ପୁରୁଣା ସମ୍ପର୍କ ରହିଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ୧୫ ତମ ବ୍ରିକ୍ସ ସମ୍ମିଳନୀର ଭବ୍ୟ ଆୟୋଜନ ଓ ଅତିଥି ସତ୍କାର ପାଇଁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କିରିଲ ରାମଫୋସାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣିଥରେ ଆସିବା ମୋ ପାଇଁ ଓ ଅତ୍ୟନ୍ତ ଖୁସିର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜୋହାନ୍ସବର୍ଗ ସହର ସହ ଭାରତୀୟ ଲୋକଙ୍କ ପୁରୁଣା ସମ୍ପର୍କ ଅଛି ବୋଲି କହିଛନ୍ତି ମୋଦି । ସେହିପରି ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧି ନିର୍ମାଣ କରିଥିବା ଟଲଷ୍ଟୟ ଆଶ୍ରମ କଥାକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମ୍ମିଳନୀରେ , ବ୍ରାଜିଲ, ଚୀନ, ଋଷ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ମାନେ ଯୋଦ ଦେଇଛନ୍ତି । ବ୍ରିକ୍ସ ସମ୍ମୀଳନୀ ଆସନ୍ତା ୨୪ ତାରିଖ ଯାଏଁ ଚାଲିବ ।

 

 

 

Leave A Reply

Your email address will not be published.