ହରିଆଣାରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

0

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୧୦୦ ଦିନ ଅତିକ୍ରମ କରି ହରିଆଣାର ନୁଁହରେ ପହଞ୍ଚିଛି । ଶହ ଶହ ଲୋକ ସାମିଲ ହୋଇଛନ୍ତି ଯାତ୍ରାରେ । ରାହୁଲ ଗାନ୍ଧୀଙ୍କୁ ନେଇ ନୂଆ କ୍ରେଜ ଦେଖିବାକୁ ମିଳିଛି । ତାଙ୍କ ସହ ସେଲଫି ନେବା ଲାଗି କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ପ୍ରକାଶ ପାଇଛି ।

ସେପଟେ ଭାରତ ଯୋଡୋ ଯାତ୍ରାକୁ ବନ୍ଦ ଲାଗି କେନ୍ଦ୍ରର ଧମକକୁ ବିରୋଧ କରିଛି କଂଗ୍ରେସ । ଦେଶରେ ହେଲଥ ଏମର୍ଜେନସି ଜାରି ହୋଇ ନଥିବାବେଳେ ଓ ବିଜେପି ବିଭିନ୍ନ ସ୍ଥାନରେ ରାଲି କରୁଥିବାବେଳେ କାହିଁକି ଭାରତ ଯୋଡୋ ଯାତ୍ରା ବନ୍ଦ କରାଯିବ ବୋଲି କହିଛି ଦଳ ।

Leave A Reply

Your email address will not be published.