ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚ୍

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଭାରତ – ଦକ୍ଷିଣ ଆଫ୍ରିକା ଶେଷ ଟି -୨୦ ମ୍ୟାଚ୍ଆ । ଆଜି ଜୋହାନ୍ସବର୍ଗରେ ତୃତୀୟ ତଥା ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ ଟା ୩୦ ରେ ଆରମ୍ଭ ହେବ।

ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଦିନ ଗକେବରହାସ୍ଥିତ ସେଣ୍ଟ ଜର୍ଜ ପାର୍କରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ରବିବାର ଦିନ ଡର୍ବାନରେ ବର୍ଷା ହେତୁ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବିନା ଟସରେ ବାତିଲ କରାଯାଇଥିଲା।

Leave A Reply

Your email address will not be published.