ଭୂକମ୍ପରେ ଥରିଲା ଜାମ୍ମୁ-କାଶ୍ମୀର

0

ନୂଆଦିଲ୍ଲୀ (ଆମ ଟିଭି): ଭୂକମ୍ପରେ ଥରିଲା ଜାମ୍ମୁ-କାଶ୍ମୀର ଓ ହିମାଚଳପ୍ରଦେଶ । ଆଜି ମଧ୍ୟାହ୍ନରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।ବୁଧବାର ବୁଧବାର ଦିନ ପ୍ରାୟ ୧୨:୨୨ ସମୟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜାମ୍ମୁର ଡୋଡା ଠାରୁ ୫ କିଲୋମିଟର ଦୂରରେ ଥିଲା।

ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧ କୌଣସି କ୍ଷୟକ୍ଷତିର ସୂଚନା ଆସିନି।

Leave A Reply

Your email address will not be published.