ବିଜେଡି ନେତାଙ୍କ ସସପେଣ୍ଡ ଉପରେ ଚାଞ୍ଚଲ୍ୟକର ବୟାନ ଦେଲେ ଜୟନାରାୟଣ: କହିଲେ ମୋତେ ଦୁଃଖ ଲାଗୁଛି…

0

ବିଜେଡି ନେତାଙ୍କ ସସପେଣ୍ଡ ନେଇ ଜୟନାରାୟଣ ମିଶ୍ର ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା। ଭାଜପା ଭାଙ୍ଗିବା ପାଇଁ ଚାହୁଁନି, ଯାହା ଚାଲିଛି ମୋତେ ଦୁଃଖ ଲାଗୁଛି। ବିଜେଡି ଆପଣା ଛାଏଁ ଭାଙ୍ଗୁଛି। ଭାଜପା ଚାହିଁଥିଲେ ବିଜେଡି କେବେଠାରୁ ଭାଙ୍ଗି ସାରନ୍ତାଣି।ବିଜେଡି କାହିଁକି ତାର ଭାଡ଼ିକୁ ଫାଙ୍କା କରୁଛି କାରଣ ସେ ହିଁ ଜାଣିଥିବେ।

Leave A Reply

Your email address will not be published.