ଗିରଫ ହୋଇପାରନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଗିରଫ ହୋଇପାରନ୍ତି ହେମନ୍ତ ସୋରେନ । ଜମି ଦୁର୍ନୀତି ସହ ଜଡିତ ମନି ଲ୍ଣ୍ଡ୍ରିଂ ମାମଲାରେ ପଚରାଉଚୁରା କରିବାକୁ ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ପହଞ୍ଚିଲା ଦିଲ୍ଲୀ ପୋଲିସ । ସୂଚନା ମୁତାବକ, ଏହି ମାମଲାରେ ତାଙ୍କୁ ଗିରଫ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ତାଙ୍କ ବାସଭବନର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ରାତିରେ ହେମନ୍ତ ସୋରେନ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିବା ପରେ ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଇଡି ଟିମ୍ ସେଠାରେ ପହଞ୍ଚିଛି ।

Leave A Reply

Your email address will not be published.