ଝାରସୁଗୁଡ଼ା ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ବହୁ ଆଗରେ

0

ଭୁବନେଶ୍ୱର(ଆମ ଟିଭି): ଝାରସୁଗୁଡ଼ାବାସୀ କାହାକୁ ନିଜ ମନ ପସନ୍ଦର ଜନପ୍ରତିନିଧି ବାଛିଛନ୍ତି । ତାହା ଆଜି ସ୍ଫଷ୍ଟ ହୋଇଯିବ । ସେଥିପାଇଁ ଆଜି ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ଦଶମ ରାଉଣ୍ଡର ଟ୍ରେଣ୍ଡ ସାମ୍ନାକୁ ଆସିଛି ।

ଦୀପାଳି ଦାସଙ୍କୁ ୫୭ ହଜାର ୬୫୦ ଭୋଟ୍, ଟଙ୍କଧର ତ୍ରିପାଠୀଙ୍କୁ ୩୨ହଜାର ୧୬୬ ଏବଂ ତରୁଣ ପାଣ୍ଡେଙ୍କୁ ୩ ହଜାର ୬୬ଖଣ୍ଡ ଭୋଟ୍ ମିଳିଛି ।

Leave A Reply

Your email address will not be published.