ଜୀବନ ଆଗେ ଜୀବିକା ପଛେ
ସାରା ରାଜ୍ୟରେ ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି।
ଭୟାବହତା କୁ ଆଖି ଆଗରେ ରଖି ଆମେ ସମସ୍ତେ ସରକାରୀ ନିୟମ ମାନିବା ଉଚିତ୍।
ଡାକ୍ତର ଙ୍କ ପରାମର୍ଶ ନେଇ ମେଡିସିନ ଖାଇବା ଉଚିତ୍।
ମିଶନ୍ ସଞ୍ଜିବନୀ ମାଧ୍ୟମରେ ଆମେ କେବଳ ସମସ୍ତ ଓଡ଼ିଶାବାସୀ ଙ୍କୁ ସତର୍କ ସୂଚନା ସହ କିଛି ଟା ପରାମର୍ଶ ଓ କୋଭିଡ୍ ନିୟମ ମାନିବାକୁ ଅନୁରୋଧ କରିଥାଉ।
ସମସ୍ତେ ନିୟମମାନି ଚଳିଲେ ଆମେ କୋଭିଡ୍ 19 କୁ ମୁକାବିଲା କରିପାରି ବା ।
