ଜ୍ଞାନବାପି ମାମଲାର ଆଜି ଶୁଣାଣି

0

ଜ୍ଞାନବାପି ମସଜିଦ ମାମଲାରେ ଆଜି ଆସିବ ରାୟ। ମାମଲାର ଶୁଣାଣି କରିବେ ଆହ୍ଲାବାଦ ହାଇକୋର୍ଟ। ଜ୍ଞାନବାପି ମସଜିଦ ଭିତରେ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବା ଲାଗି ବାରାଣସୀ କୋର୍ଟ ଯେଉଁ ଅନୁମତି ଦେଇଥିଲେ ତାହା ଉପରେ ରହିତାଦେଶ ଦେବାକୁ ଅଗ୍ରାହ୍ଯ କରିଦେଇଥିଲେ ହାଇକୋର୍ଟ। ବାରାଣସୀ କୋର୍ଟର ରାୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି।

ଏହି ମାମଲାର ଶୁଣାଣି କରିବାକୁ ପୂର୍ବରୁ ସୁପ୍ରିମକୋର୍ଟ ଅଗ୍ରାହ୍ଯ କରିଦେଇଥିଲେ। ଗତ ୨୦୨୩ ଜାନୁଆରୀ ୩୧ରେ ଜ୍ଞାନବାପି ମସଜିଦରେ ଜଣେ ପୂଜକଙ୍କୁ ପୂଜା କରିବା ଲାଗି ଅନୁମତି ଦେଇଥିଲେ କୋର୍ଟ।

Leave A Reply

Your email address will not be published.