ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରରେ ଅନୁଷ୍ଠିତ,’ ଟାଇମ୍ସ ବିଜନେସ ଆୱାର୍ଡ଼ସ ‘ ପ୍ରଦାନ ଉତ୍ସବରେ ଜୁପିଟର ପବ୍ଲିକ ସ୍କୁଲ, ଭୁବନେଶ୍ୱର କୁ ସମନ୍ୱିତ ଶିକ୍ଷା ପ୍ରଦାନ ରେ ଶ୍ରେଷ୍ଠତା ପାଇଁ ଓଡ଼ିଶା ର 1 ନମ୍ବର ସ୍କୁଲ ଭାବରେ ପୁରସ୍କୃତ କରା ଯାଇଛି। ଏକ ବର୍ଣ୍ଣାଢ଼୍ୟ ଉତ୍ସବ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୁପି ଟ ର ଗ୍ରୁପ ସମୂହ ର ସଭାପତି ବିରଞ୍ଚି ନାରାୟଣ ପଣ୍ଡା ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉଭୟ ପ୍ରବେଶିକା ଓ ବୋର୍ଡ ପାଠ୍ୟ କ୍ରମ ରେ ଉତ୍ତମ ଶିକ୍ଷା ପ୍ରଦାନ କରି Jupiter public school ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।