ପୁଣି ନିରାଶ ହେଲେ କେଜ୍ରିୱାଲ

0

ନୂଆଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଶ୍ୱସ୍ତି ମିଳିନାହିଁ। ଗୁରୁବାର ତାଙ୍କ ଇଡି ରିମାଣ୍ଡକୁ ବୃଦ୍ଧି କରାଯାଇଛି। ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟ ଏହାକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ ।

 

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ମାଗିବା ସମୟରେ ଇଡି କହିଛି ଯେ ମୋବାଇଲ ଫୋନରୁ ତଥ୍ୟ ବାହାର କରାଯାଇଛି ଏବଂ ବର୍ତ୍ତମାନ ଏହାର ବିଶ୍ଳେଷଣ କରାଯାଉଛି।

Leave A Reply

Your email address will not be published.