ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

0

ନୂଆଦିଲ୍ଲୀ: ଭାରତରେ ଛପା ଯାଉଥିବା ଟଙ୍କାରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋକୁ ସ୍ଥାନ ଦେବା ପାଇଁ ପୂର୍ବରୁ ଦାବି କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏ ଦିଗରେ ଆଉ ଗୋଟିଏ ପାଦ ଆଗେଇଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠି ଲେଖି ନୂଆ ନୋଟ୍‌ରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି।

ଏହାଦ୍ୱାରା ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଜୋଶ ମିଳିବ ବୋଲି ମଧ୍ୟ କେଜ୍ରିୱାଲ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଲେଖିଥିବା ଚିଠିରେ କହିଛନ୍ତି ଯେ “ଭାରତରେ ରହୁଥିବା ୧୩୦ କୋଟି ଲୋକଙ୍କ ଇଚ୍ଛା ଯେ ଭାରତୀୟ ଟଙ୍କାର ଗୋଟିଏ ପାର୍ଶ୍ୱରେ ମହାତ୍ମା ଗାନ୍ଧି ଓ ଅନ୍ୟ ପାର୍ଶ୍ୱରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହୁ।

Leave A Reply

Your email address will not be published.