କେଜ୍ରିଓ୍ବାଲଙ୍କ ଦୃଢୋକ୍ତି: ସିସୋଦିଆଙ୍କ ଉପରେ CBI ଚଢ଼ାଉ ପରେ ଗୁଜୁରାଟରେ ଆପର ୪% ବଢିଛି ଭୋଟ ଭାଗ

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତ୍ୟେକ ଦିନ ବିଜେପି ବିରୋଧରେ ନୂଆ ନୂଆ ଅଭିଯୋଗ ଆଣିଚାଲିଛନ୍ତି । ଅବକାରୀ ଦୁର୍ନୀତିକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପରେ ସିବିଆଇ ଚଢଉ ପରେ କେଜ୍ରିଓ୍ବାଲଙ୍କ ଦୃଢୋକ୍ତି ବେଠାରୁ ମନିଷଙ୍କ ଉପରେ ସିବିଆଇ ଚଢଉ ହୋଇଛି, ସେବେଠାରୁ ଗୁଜୁରାଟରେ ଆପର ଭୋଟ ଭାଗ ପୂର୍ବାପେକ୍ଷା ୪ ପ୍ରତିଶତ ବଢିଯାଇଛି ।

ମନିଷ ସିସୋଦିଆଙ୍କୁ ଯଦି ଗିରଫ କରାଯାଏ, ତେବେ ଆପର ଭୋଟ ଭୋଟ ଭାଗ ୬ ପ୍ରତିଶତ ବୃଦ୍ଧି ପାଇବ । ଚଳିତ ବର୍ଷ ଶେଷ ବେଳକୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆପ ବିଜୟ ହାସଲ କରିବ ବୋଲି ସେ ଦୃଢୋକ୍ତ ପ୍ରକଟ କରିଛନ୍ତି ।

Leave A Reply

Your email address will not be published.