ଭୁବନେଶ୍ଵର କେଶରୀ ମଲ୍‌ରେ ପୁଣି ଲାଗିଲା ନିଆଁ

0

ଭୁବନେଶ୍ୱର(ଆମ ଟିଭି) : ପୁଣି ଥରେ ଭୁବନେଶ୍ଵର କେଶରୀ ମଲ୍‌ରେ ଲାଗିଲା ନିଆଁ। ପ୍ରଥମ ଓ ଦ୍ଵିତୀୟ ମଲ୍‌ରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡ ପାଇଁ ସମ୍ପୂର୍ଣ୍ଣ ସପିଂ ମଲ୍ ଧୂଆଁମୟ ହୋଇଯାଇଛି। ମଲ୍ ଭିତରୁ ଲୋକମାନଙ୍କୁ ବାହାରକୁ ବାହାର କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ଟଷ୍ଟ ରହିଛି। ଯାହା ଅନୁମାନ କରାଯାଉଛି ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ।

Leave A Reply

Your email address will not be published.