ଶପଥ ନେଲେ ଏଲ୍ ଭିକ୍ଟୋରିଆ ଗୌରୀ
ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ। କଲେଜିୟମ ଏହା ଉପରେ ବିଚାର କରି ନିଷ୍ପତ୍ତି ନେଇସାରିଛି।
ଭିକ୍ଟୋରିଆଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଅପିଲ୍ରେ କୁହାଯାଇଥିଲା ଯେ, ଜଷ୍ଟିସ୍ ଏଲ୍ ଭିକ୍ଟୋରିଆ ଗୌରୀଙ୍କର ଏକ ରାଜନୈତିକ ଦଳ ସହ ସମ୍ପର୍କ ରହିଛି। ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ବିଜେପିର ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ରହି ସାରିଛନ୍ତି। କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଡିତ ହୋଇ ସେ ନିଜ ନାମ ପଛରେ ଚୌକିଦାର ଶବ୍ଦ ମଧ୍ୟ ଯୋଡିଥିଲେ।