ବିବାହ ବନ୍ଧନରେ ବାନ୍ଧିହେବେ ଲିପ୍ସା
ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଓଲିଉଡର ନାୟିକା। ଓଲିଉଡ ନାୟିକା ଲିପ୍ସା ମିଶ୍ର ଆକାଶ ଆଚାର୍ୟ୍ୟଙ୍କୁ ବିବାହ କରିବେ । ବୁଧବାର ନାୟିକା ଙ୍କର ନିର୍ବନ୍ଧ ମଧ୍ୟ ସରିଛି । ଲିପସା ନିଜ ନିର୍ବନ୍ଧ ଫଟୋକୁ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।