ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍

0

ପୁରୀ (ଆମ ଟିଭି): ଶେଷରେ ଭଗବାନଙ୍କୁ ବି ଛାଡ଼ିଲେନି। ମନ୍ଦିରରୁ ଲୁଟିନେଲେ। ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ଠାକୁରଙ୍କ ସୁନା, ରୂପାର ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ ।

ଅଳଙ୍କାର ସମେତ ସିସିଟିଭି ମନିଟରକୁ ମଧ୍ୟ ଉଠାଇ ନେଇଛନ୍ତି ଚୋର । ଏନେଇ ମାମଲା ଦାଏର ପରେ ଜନାଘନା ଆରମ୍ଭ କରିଛି ସାକ୍ଷୀଗୋପାଳ ପୋଲିସ ।

Leave A Reply

Your email address will not be published.