ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ

0

ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ବନ ବିଭାଗ କ୍ୟାମେରାରେ ଟ୍ରାପ ହୋଇଛି ବିରଳ ଦୃଶ୍ୟ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ।

ଭିଡିଓରେ ଦୁଇ ପ୍ରଜାତିର ବାଘ କାନ୍ଧକୁ କାନ୍ଧ ମିଶାଇ ଚାଲିବାର ଦୃଶ୍ୟ ଦେଖିବାକୁ ମିଳୁଛି। ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଥିବା ବେଳେ ଏଭଳି ଦୁଇଟି ଖବରକୁ ନେଇ ବନ୍ୟଜନ୍ତୁ ପ୍ରେମୀମାନେ ଖୁସିବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.