ବିଜାପୁରରେ ବଡ ଧରଣର ମାଓ ହାମଲା ; ୮ ଯବାନ ସହିଦ

0

ଛତିଶଗଡ ବିଜାପୁରରେ ବଡ ଧରଣର ମାଓ ହାମଲା । ଯବାନଙ୍କ ଗାଡିକୁ ଟାର୍ଗେଟ କରି କରାଯାଇଛି IED ବିସ୍ଫୋରଣ କରାଯାଇଛି । ଏହି ବିସ୍ଫୋରଣରେ ୮ ଯବାନଙ୍କ ସମେତ ଭ୍ୟାନ ଡ୍ରାଇଭର ମଧ୍ୟ ସହିଦ । ବିସ୍ଫୋରଣରେ ଗାଡି ସମ୍ପୂର୍ଣ୍ଣ ଓଲଟି ଯାଇଥିଲା । ବସ୍ତର ଆଇଜି ପିଙ୍କ ସୂଚନା ।

Leave A Reply

Your email address will not be published.