ରାଜ୍ୟ ସଭା ରେସ୍‌ରେ ମନମୋହନ! ଚର୍ଚ୍ଚା ମଧ୍ୟରେ ଦେଲେ ବଡ଼ ବୟାନ

0

କିଏ ରାଜ୍ୟ ସଭା ଯିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ରେସ୍‌ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟସଭା କିଏ ଯିବେ ତାହା ଭାଜପା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ।

Leave A Reply

Your email address will not be published.