ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା

0

ଭୁବନେଶ୍ୱର (ଆମ ଟିଭି): ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା । ଫେବୃଆରୀରେ ୨୦ରେ ହେବ ୨୦୨୩-୨୪ ଶିିକ୍ଷାବର୍ଷର ମାଟ୍ରିକ ପରୀକ୍ଷା । ଏନେଇ ଆଜି ସୂଚନା ଦେଇଛି ବୋର୍ଡ । ପରୀକ୍ଷା ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ମାଟ୍ରିକ ପରୀକ୍ଷ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରିଛି ବୋର୍ଡ ।

ମାର୍ଚ୍ଚ ୪ ତାରିଖରେ ପରୀକ୍ଷା ସରିବା ପରେ ସେହିମାସ ୧୨ ତାରିଖରୁ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଖାତା ଦେଖା ୧୨ ଦିନ ମଧ୍ୟରେ ଶେଷ କରିବା ପାଇଁ ଧାର୍ୟ୍ୟ କରିଛି ବୋର୍ଡ ।

Leave A Reply

Your email address will not be published.