ମିସ୍ ମିଷ୍ଟର ଚାରର୍ମିଂ ଫେସ୍ ୨୦୨୨ରେ ବାଜି ମାରିଲେ ୪ ଓଡ଼ିଆ ପୁଅ ଝିଅ

0

ଭୁବନେଶ୍ୱର (ଆମ ଟିଭି): ଗୋଆ ରେ ଅନୁଷ୍ଠିତ ହୋଇଥିବା ମିସ୍  ମିଷ୍ଟର ଚାରର୍ମିଂ ଫେସ୍ 2022 ଅକ୍ଟୋବର 30 ରେ ହୋଇଥିଲା କୋଣ ଅନୁକୋଣ ରୁ ପିଲା ମାନେ ଭାଗ ନେଇଥିଲେ । ସେଇ ପରି ଭାବେ କିଛି ଦିନ ତଳେ ଓଡ଼ିଶା ରେ sp fashionclones academy ତରଫରୁ state level ର show ଅନୁଷ୍ଠିତ ହୋଇ ଥିଲା । ଯୋଉଥିରୁ କି 4 ଗୋଟି ପିଲା ଚୟନ ହୋଇ nastional କୁ ଗୋଆ ଯାଇଥିଲେ । ଏହି ସୋ ଟି ଗୋଆ ରେ ହୋଇଥିଲା ଏଇଥିରେ ବି ଆମ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି ଓଡ଼ିଶା ର ପିଲା ମାନେ । ନିଜ ଷ୍ଟେଟ କୁ ରିପ୍ରେଜେଣ୍ଟ କରି ବିଜୟ ଲାଭ କରିଛନ୍ତି ।

ଏହି ନଷ୍ସନାଲ୍ ବିଉଟି ସୋ ରେ ବିଜୟ କରି ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି 4 ଓଡ଼ିଆ ପୁଅ ଝିଅ

ମିଷ୍ଟର୍ catagory ଉତ୍ତୀର୍ଣ୍ଣ ହୋଇଛନ୍ତି Mr India Supra 2022.

Winer – S. Ajit Kumar patro ( barhmpur )
Mr India charming face 2022 winer – mahabir satpathy ( dhenkanala )

miss India charming universe 2022 winner – sradhanjali tanty ( rourkela )
Miss India Charming face tourism 2022 winer – preeti priyadarshini ( bhubaneswar)
ଗୋଆ ରେ ଅନୁଷ୍ଠିତ ହୋଇଥିବା ସୋ ରେ 40 ଜଣକୁ ପଛରେ ପକାଇ ଓଡ଼ଶା କୁ ଗର୍ବିତ କରିଛନ୍ତି ଓଡ଼ିଆ ପିଲା।

Leave A Reply

Your email address will not be published.