ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ମୋଦି ଦେଲେ ଏମିତି ପ୍ରସ୍ତାବ

0

ଦୁବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୮ରେ ଭାରତରେ ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ବା ସିଓପି୩୩ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଦୁବାଇରେ ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିକାଶ ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଭାରତ ବିଶ୍ୱ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।

ତାପମାତ୍ରା କୁ ୧.୫ ଡିଗ୍ରୀ ସେଲସିୟସ ରେ ସୀମିତ ରଖିବା ପାଇଁ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଅବଦାନ ବା ଜାତୀୟ ଯୋଜନା ହାସଲ କରିବା ଦିଗରେ ଭାରତ ବିଶ୍ୱର ଅଳ୍ପ କେତୋଟି ଦେଶ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.