ତୃଣମୂଳ କଂଗ୍ରେସ ଉପରେ ବର୍ଷିଲେ ମୋଦି

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟର ହିଂସାକାଣ୍ଡରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ‘ତୃଣମୂଳ କଂଗ୍ରେସ’ ରକ୍ତରେ ଖେଳ ଖେଳିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା କରି କହିଛନ୍ତି।

ପଶ୍ଚିମବଙ୍ଗରେ ଆୟୋଜିତ ‘କ୍ଷେତ୍ରୀୟ ପଞ୍ଚାୟତ ରାଜ ପରିଷଦ୍‌’ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଭାଷାରେ କହିଲେ, ‘ଟିଏମ୍‌ସି’ ନେ ଖୁନୀ ଖେଲ୍‌ ଖେଲା ହୈ…।

ଏହାଛଡ଼ା, ସେମାନଙ୍କ ଜୀବନ ଦୁର୍ବିଷହ କରିଦିଆଯିବ ବୋଲି ମଧ୍ୟ ଭୋଟର୍‌ମାନଙ୍କୁ ଧମକ ଦେଇଥିବା କଥା ପ୍ରଧାନମନ୍ତ୍ରୀ ତୃଣମୂଳ କଂଗ୍ରେସ ପାର୍ଟି ଉପରେ ଦୋଷାରୋପ କରିଛନ୍ତି।

Leave A Reply

Your email address will not be published.