ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

0

:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମେ ୧୯ରେ ମୋଦି ଭୁବନେଶ୍ୱରରେ ପହଞ୍ଚିବେ।

୨୦ ତାରିଖ ସକାଳ ୮ଟାରେ ପୁରୀ ଯିବେ। ସେଠାରେ ମହାପ୍ରଭୁଙ୍କ କରିବା ପରେ ପୁରୀରେ ରୋଡ ମେଗା ରୋଡ ଶୋ’ କରିବେ। ପୁରୀ ରୋଡ ଶୋ’ ପରେ ସକାଳ ସାଢ଼େ ୯ଟାରେ ଅନୁଗୋଳରେ ସଭା ପରେ କଟକ କିଲା ପଡ଼ିଆରେ ସାଢ଼େ ୧୧ରେ ମୋଦିଙ୍କ ଜନସଭାକୁ ସଭାକୁ ସମ୍ବୋଧିତ କରିବେ ବୋଲି ଶନିବାର ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.