ମୁନ୍ ଟିଭି ର ରେକର୍ଡ ଏକା ଥରେ ୧୦ ଟି ଚଳଚ୍ଚିତ୍ର ର ଶୁଭ ମହୁରତ।

0

ମୁନ୍ ଟିଭିର ନୂଆ ଓଡ଼ିଆ ଚଳଚ୍ଚିତ୍ର “ସଲାମ ଭୁବନେଶ୍ବର” ର ମହୂରତ ରେ ନିର୍ଦ୍ଦେଶକ ସୁଧାକର ବସନ୍ତ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ଅଭିନେତା ରାଜବୀର,ପୁନମ ମିଶ୍ର, ବବି ମିଶ୍ର,ରିୟାନା ଶୁକ୍ଳା,ପପି ସନ୍ତୁନା ।
ଅନ୍ୟ ୯ଟି “ଚଳଚ୍ଚିତ୍ର ତୁ ଚଗଲି ମୁଁ ଚଗଲା”, “ଆସିବ ବର ତୋର”, “ତୁ ସେଇ ନୀଳ ନୟନା”,”ତତେ ଷୋହଳକୁ ମତେ ସତର” “ସନମ୍ ତୁ ସୁହାନା”, “ଲଭ୍ ୪୨୦”, “ତୁ ମୋ ଦିଓ୍ବାନୀ ମୁଁ ତୋ ଦିଓ୍ଵାନା”, “ଗୁଡ଼ ମର୍ଣିଙ୍ଗ୍” ର ମହୂରତ ହୋଇଥିଲା।

ଏଥିରେ ସମାଜସେବୀ ଶଶିଭୂଷଣ ସାହୁ, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ଦିଲ୍ଲୀପ ଦାସ, ସମାଜସେବୀ କଲ୍ୟାଣ ବାରିକ , ନିର୍ଦ୍ଦେଶକ ସଂଜୟ ନାୟକ, ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା, ଅଶ୍ଵିନୀ ଗଡ଼ନାୟକ, ମୃତ୍ୟୁଞ୍ଜୟ ସାହୁ,ତ୍ରୀପତି ସାହୁ,ବ୍ରଜ ସିଂ,ଅସିତ୍ ପତି, ଅଭିନେତ୍ରୀ ପ୍ରତିଭା ପଣ୍ଡା ଅତିଥି ଭାବେ ଯୋଗଦେଇ ଥିଲେ। ତମନ୍ନା, ଲିପିକା,ସ୍ବାତୀ,ପିୟାଲୀ,ସସ୍ମୀତା, ରାମେଶ୍ବରୀ ଅଭିନେତା ସମ୍ବିତ, ସୁକାନ୍ତ ରଥ,ସୁସଙ୍କେତ ପ୍ରମୁଖ ୮ଟି ଚଳଚ୍ଚିତ୍ର ରେ‌ ଅଭିନୟ କରୁଛନ୍ତି‌ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।

Leave A Reply

Your email address will not be published.