ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ସାଂସଦ ଭର୍ତ୍ତୃହରି ମହତାବ

0

କଟକ: ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ରାଗିଗଲେ ସାଂସଦ ଭର୍ତ୍ତୃହରି ମହତାବ । ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସରେ କାହିଁକି ଯୋଗ ଦେଲେ ନାହିଁ ପ୍ରଶ୍ନରେ ଚିଡ଼ିଗଲେ କଟକ ସାଂସଦ । ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କଲେ ଭର୍ତ୍ତର୍ୁହରି ମହତାବ । ପଚାରିଲେ, କାର୍ୟ୍ୟକ୍ରମ କାହାର ଥିଲା? କାର୍ୟ୍ୟକ୍ରମ ସରକାରଙ୍କ ଥିଲା ।

ଆଉ ମୁଁ କାହିଁକି ଗଲି ନାହିଁ, ତାହା ସରକାରଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ସାଂସଦ । ମୋତେ କାର୍ୟ୍ୟକ୍ରମକୁ ଡାକିଥିଲେ କି ନାହିଁ, ସେ କଥା ସରକାରଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ଭର୍ତ୍ତୁହରି ମହତାବ ।

Leave A Reply

Your email address will not be published.