ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ୟ୍ୟବେକ୍ଷକ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ

0

ଭୁବନେଶ୍ୱର (ଆମ ଟିଭି): ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ୟ୍ୟବେକ୍ଷକ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି ୭ଟି ବିଧାନସଭା ଆସନ । ପୂର୍ବରୁ ବ୍ରହ୍ମପୁର ପର୍ୟ୍ୟବେକ୍ଷକ ଦାୟିତ୍ୱରେ ଥିଲେ ମାନସ ମଙ୍ଗରାଜ ।
ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ ମିଳିଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲା ଦାୟିତ୍ୱ । ସେହିଭଳି ଅମରେଶ ଜେନାଙ୍କୁ ମିଳିଛି ବୌଦ୍ଧ ଜିଲ୍ଲା ପର୍ୟ୍ୟବେକ୍ଷକ ଦାୟିତ୍ୱ ।

Leave A Reply

Your email address will not be published.