ଭୁବନେଶ୍ୱର(ଆମ ଟିଭି): ଏଣିକି ଆଉ ସହରରେ ନୁହେଁ, ଏଣିକି ବ୍ଲକରେ ଗଡ଼ିବ ମୋ ବସ୍ । ବ୍ଲକରୁ ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ମୋ ବସ ଚାଲିବ । ପ୍ରଥମ ପର୍ୟ୍ୟାୟରେ ୬ଟି ଜିଲ୍ଲାରେ ଚାଲିବ ।
କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତିରେ ମୋ ବସ ଚାଲିବ । ପରବର୍ତ୍ତୀ ପର୍ୟ୍ୟାୟରେ ସବୁ ପଞ୍ଚାୟତରେ ମୋ ବସ ଚାଲିବ ।