ନବ ଦାସ ହତ୍ୟାକାଣ୍ଡ: ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ ଦାସ

0

ଝାରସୁଗୁଡ଼ା (ଆମ ଟିଭି): ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଉ ଏକ ଖବର ଆସିଛି । ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ଗୋପାଳ ଦାସ ହାଜର ହୋଇଛି। ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ । ମହେଶ ଜେନାଙ୍କୁ ଓକିଲ ନିଯୁକ୍ତ କଲା ଗୋପାଳ ।

ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କ ନିଯୁକ୍ତ କରିଥିଲେ କୋର୍ଟ । ପୂର୍ବ ଶୁଣାଣି ବେଳେ ଓକିଲ ନଥିବା ଗୋପାଳ କହିଥିଲା । କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.