ନବ ଦାସଙ୍କ ହତ୍ୟା ଘଟଣା: ୪ ଦିନିଆ ରିମାଣ୍ଡରେ ଗୋପାଳ

0

ଝାରସୁଗୁଡ଼ା (ଆମ ଟିଭି): ହାଇପ୍ରୋଫାଇଲ ମର୍ଡର କେସ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଚାଲିଛି ତନାଘନା । ଅଭିଯୁକ୍ତ ପୁଲିସ ଅଫିସର ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ପଚରାଉଚୁରା କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ଟିମ୍ ।
ସୂଚନା ଅନୁସାରେ, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଗଠନ କରିଛି ଆଉ ୨ ଟିମ୍ । ଏହାସହ ତଦନ୍ତ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଝାରସୁଗୁଡା ଏସପି ଓ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଛି । ସେପଟେ ଅଭିଯୁକ୍ତ ଗୋପାଳଙ୍କ ଭାଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ହେପାଜତକୁ ନେଇଛି ।

Leave A Reply

Your email address will not be published.