‘ନମନ- ୪.୦’ ମଞ୍ଚ ପ୍ରସ୍ତୁତିର ଶୁଭ ଶିଳାନ୍ୟାସ

0

ଭୁବନେଶ୍ୱର (ଆମ ଟିଭି): ଆଜି ଓଏସଏପି ୭ମ ବାଟାଲିୟନ ପରେଡ଼ ଗ୍ରାଉଣ୍ଡ ଠାରେ ଆସନ୍ତା ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନମନ-୪.୦ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତିର ଶୁଭ ଶିଳାନ୍ୟାସ ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂହ, ଭାପୁସେ ଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।

 

ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀଗଣ, ସିନେ ତାରକା ସବ୍ୟସାଚୀ ମିଶ୍ର ଏବଂ ନମନ ଫାଉଣ୍ଡେସନର ସଦସ୍ୟଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.