୭୫ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ଶୁକ୍ରବାର ରାଜ୍ୟରେ ପାଳନ ହେଉଛି ୭୫ତମ ସାଧାଣରତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ‘ଏକ୍ସ’ ଜରିଆରେ ଲେଖିଛନ୍ତି, ୭୫ତମ ସାଧାଣତନ୍ତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହି ଶୁଭ ଦିନରେ, ଆସନ୍ତୁ କିଛି ସମୟ ପାଇଁ ଆମର ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ରଖିବା, ଯେଉଁମାନେ ଦେଶ ପାଇଁ ନିଃସ୍ବାର୍ଥପର ବଳିଦାନ ଦେଇଛନ୍ତି ଏବଂ ଆମ ସମ୍ବିଧାନରେ ଧାର୍ୟ୍ୟ ହୋଇଥିବା ଆଦର୍ଶକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ପୁନଃପ୍ରମାଣିତ କରନ୍ତୁ ବୋଲି ଲେଖିଛନ୍ତି।

Leave A Reply

Your email address will not be published.