ଭୁବନେଶ୍ୱର : ଭାଇଙ୍କ ପାଇଁ ଦିଲ୍ଲୀ ଯିବେ ନବୀନ । ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ହେଲା ହାର୍ଟ ସର୍ଜରୀ । ଦିଲ୍ଲୀ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ଏପ୍ରିଲ ୧୦ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବେ । ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ଗତକାଲି ଏକ ବଡ଼ ହାର୍ଟ ସର୍ଜରୀ ହୋଇଛି । ଏହି ସମୟରେ ଭାଇଙ୍କ ପାଖରେ ରହିବା ପାଇଁ ନବୀନ ଦିଲ୍ଲୀ ଯିବେ ।