କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ: ଘୋଷଣା ହେଲା ତାରିଖ

0

ନୂଆଦିଲ୍ଲୀ(ଆମ ଟିଭି): କିଏ ଧରିବ କଂଗ୍ରେସର ମଙ୍ଗ । ତାକୁ ନେଇ ଦୀର୍ଘଦିନ ହେବ କଳ୍ପନାଜଳ୍ପନା ଚାଲିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନେଇ ନିକଟରେ ଦଳ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଦଳର ନିର୍ବାଚନ ପ୍ରାଧିକରଣ ନୂଆ ଅଧ୍ୟକ୍ଷଙ୍କୁ ନେଇ ସୂଚନା ଦେଇଥିଲେ ।

କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନର ଅନ୍ତିମ ତାରିଖ ନେଇ ମଞ୍ଜୁରୀ ଦେବା କଂଗ୍ରେସ କାର୍ୟ୍ୟକାରୀ ସମିତି ଉପରେ ନିର୍ଭର କରିଥାଏ ବୋଲି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି । ତେବେ ଦେଖାଯାଉ କିଏ ଧରୁଛି କଂଗ୍ରେସର ମଙ୍ଗ ।

Leave A Reply

Your email address will not be published.