ମୋଦୀଙ୍କ ଟାର୍ଗେଟରେ ଓଡ଼ିଶା, କହିଲେ ଏମିତି କିଛି

0

ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଘରୋଇ ଟେଲିଭିଜନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଓଡ଼ିଶାରେ ଭାଜପାକୁ ସୁଯୋଗ ମିଳିବା ଉଚିତ।

ଏହି ସାକ୍ଷାତକାରରେ ଓଡ଼ିଶାରେ ଭାଜପା ଓ ବିଜେଡି ମଧ୍ୟରେ ମିଳନ ଅଭାବ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତୀୟ ଜନତା ପାର୍ଟି (ଓଡିଶା) ଓଡିଶାର ସେବା କରିବାର ସୁଯୋଗ ପାଇବା ଉଚିତ, କାରଣ ଏହା ରାଜ୍ୟକୁ ନୂତନ ସ୍ତରକୁ ନେଇପାରେ।

Leave A Reply

Your email address will not be published.