୧୮ ଲକ୍ଷ ଟଙ୍କାରେ ଲାଗିଗଲେ ଉଇ

ଝିଅ ବାହାଘର ପାଇଁ ସୁନା ଗହଣା ସାଙ୍ଗକୁ ୧୮ ଲକ୍ଷ ଟଙ୍କା କ୍ୟାସ୍‌ ବ୍ୟାଙ୍କ ଲକର୍‌ରେ ରଖିଥିଲେ ମହିଳା। ବ୍ୟାଙ୍କରେ ସୁନାଗହଣା ସୁରକ୍ଷିତ ଥିବ ଭାବି ସେ ନିଶ୍ଚିତ ବି ଥିଲେ। ମାତ୍ର ପ୍ରାୟ…

ୟୁକ୍ରେନ୍ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ଋଷ

ନୂଆଦିଲ୍ଲୀ (ଆମ ଟିଭି): ଗତ ଦେଢ ବର୍ଷରୁ ଅଧିକ ହେବ ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏବେ ବି ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ଏବେବି ଜାରି ରହିଛି। ଏହାରି ମଧ୍ୟରେ ଓଡେସାର କଳା…

ବିବାହ ଉତ୍ସବ ବେଳେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ (ଆମ ଟିଭି): ଚାଲିଥିଲା ହସଖୁସିର ମାହୋଲ୍ । ହେଲେ ହଠାତ୍ ଚାରିଆଡେ ଖେଳିଗଲା ଶୋକର କଳାବାଦଲ । ଆଉ ଦେଖୁ ଦେଖୁ ପ୍ରାଣ ହରାଇଲେ ୧୦୦ ରୁ ଅଧିକ ଜୀବନ । ଗୁରୁତର ହୋଇଗଲେ ୧୫୦ରୁ…

ସୁନ୍ଦରଗଡ଼ରେ ବଢିଚାଲିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ଼ (ଆମ ଟିଭି): ସ୍କ୍ରବ୍ ଟାଇଫସକୁ ନେଇ ପଶ୍ଚିମ ଓଡ଼ିଶାରେ ଭୟର ବାତାବରଣ । ଦିନକୁ ଦିନ ମାଡିଚାଲିଛି ସ୍କ୍ରବ ଟାଇଫସ୍‌ । ଲଗାତର ଭାବେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ…

ଆସନ୍ତା ୨୯ରୁ ପୁଣି ବଢିବ ବର୍ଷା

ଭୁବନେଶ୍ୱର (ଆମ ଟିଭି): କିଛି ଦିନର ବିରତି ପରେ ପୁଣି ଆରମ୍ଭ ହେବ ବର୍ଷା । ବର୍ଷାରେ ଭିଜିବ ସାରା ଓଡ଼ିଶା । ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଆଣ୍ଡାମାନ…

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଲାଗୁ ହେବ ଲକ୍ଷ୍ମୀ ବସ୍ ଯୋଜନା । ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ…

ଶିକ୍ଷକ ଆନ୍ଦୋଳନକୁ ନେଇ ସରକାରଙ୍କ ଅଜବ ନୀତି

ଭୁବନେଶ୍ୱର (ଆମ ଟିଭି): ସରକାରଙ୍କ ଅଜବ ନୀତିକୁ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବେ ଶିକ୍ଷକ । ଆନ୍ଦୋଳନରେ ସାମିଲ ଥିବା ଶିକ୍ଷକଙ୍କ ଅନୁପସ୍ଥିତିକୁ ଛୁଟି ବୋଲି ଗଣନା କରାଯିବ । ସମୂହ…

୩ ଦିନର ହୋହାଲ୍ଲା ପରେ ସ୍ୱଭାବିକ ହେଲା ଗୃହକାର୍ଯ୍ୟ

ଭୁବନେଶ୍ୱର (ଆମ ଟିଭି): ଗତ ୩ ଦିନ ହେବ ବିଧାନସଭାର ମୌସୁମୀ ଅଧିବେଶନରେ ହୋହାଲ୍ଲା ଦେଖିବାକୁ ମିଳୁଥିଲା । ଏହାରି ଭିତରେ ଆଜି ହେଉଛି ୪ର୍ଥ ଦିନ । ୩ ଦିନ ପରେ ସ୍ୱାଭାବିକ ହେଲା ଗୃହ ।…

ଜାତିସଂଘରେ କଡ଼ା ବାର୍ତ୍ତା ଦେଲା ଭାରତ

ନୂଆଦିଲ୍ଲୀ(ଆମ ଟିଭି): ଜାତିସଂଘରେ କଡ଼ା ବାର୍ତ୍ତା ଦେଇଛି ଭାରତ । ଜାତିସଂଘ ମହାସଭାରେ ଏଜେଣ୍ଡାଧାରୀ ରାଷ୍ଟ୍ରଙ୍କୁ କଡ଼ା ବାର୍ତା ଦେଇଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । କହିଛନ୍ତି,…

ମଣିପୁରରେ ପୁଣି ଇଣ୍ଟରନେଟ ସେବାକୁ ବନ୍ଦ

ନୂଆଦିଲ୍ଲୀ: ହିଂସା ଅଧ୍ୟୁଷିତ ମଣିପୁରରେ ପୁନର୍ବାର ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ସାରା ରାଜ୍ୟରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମୋବାଇଲ…