ପ୍ରାର୍ଥୀ ଚୟନ ଭୁଲ ରହିଲା: ଭୂପିନ୍ଦର

ନୂଆପଡା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ପ୍ରାର୍ଥୀ ଚୟନ ଭୁଲ ରହିଲା , ବିଜେପିକୁ ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା। କଂଗ୍ରେସ ଦଳ ବହୁ ଆଗରୁ…

ନୀତୀଶ ସରକାରରେ ବିଜେପି ପାଓ୍ୱାରଫୁଲ୍ ; ଏକାକି ହାତେଇଲା ଅଧାରୁ ଅଧିକ ମନ୍ତ୍ରୀ ପଦ

ବିହାର ସରକାରରେ ପୂର୍ବରୁ ପାର୍ଟନର ଥିବା ବିଜେପି ଏବେ ନୂଆ ସରକାରରେ ହୋଇଛି ଅଧିକ ପାଓ୍ୱାରଫୁଲ୍ । ନୀତୀଶଙ୍କ ନୂଆ ସରକାରରେ ୨୬ ମନ୍ତ୍ରୀପଦରୁ ବିଜେପି ଏକାକି ୧୪ ମନ୍ତ୍ରୀ ପଦ ହାତେଇନେଇଛି…

ରୁଷ ତେଲ କିଣିଲେ ୫୦୦% ଟାରିଫ୍‌’; ପୁଣି ଧମକ ଦେଲେ ଡୋନାଲ୍ଟ ଟ୍ରମ୍ପ୍‌

ଏଣିକି ରୁଷ୍‌ ସହ କାରବାର କଲେ ମହଙ୍ଗା ପଡ଼ିବ ବୋଲି କହିଛି ଆମେରିକା । ଯେକୌଣସି ରାଷ୍ଟ୍ର ରୁଷ୍‌ ସହ କାରବାର କଲେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲଗାଇବ ଆମେରିକା । ଭାରତ ରୁଷ୍‌ ସହ…

ପିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ୨୧ତମ କିସ୍ତି ଟଙ୍କା

ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨ହଜାର ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯାଇଛି। ୯ କୋଟି କୃଷକଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ବାମୀ

କେନ୍ଦ୍ର ଭାରି ଶିଳ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ…

ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରପ୍ରଦେଶ (ଆମ ଟିଭି): ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପାଇଁ ଜୋରଦାରରେ ପ୍ରସ୍ତୁତି ଚାଲିଛି । ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ପତାକା…

ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର

ନୂଆଦିଲ୍ଲୀ(ଆମ ଟିଭି): ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର । ବିହାର ଜେଡିୟୁ ଦଳ ଶେଷରେ ନୀତୀଶ କୁମାରଙ୍କ ନାମରେ ବିଧିବଦ୍ଧଭାବେ ମୋହର ମାରିଛି । ଆଜି ଜେଡିୟୁ…

ଡିସେମ୍ବର ୨୫ରୁ ରାଜ୍ୟରେ ଖୋଲିବ ମଣ୍ଡି

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସେ କହିଛନ୍ତି ଧାନ ନେବା ପାଇଁ ସରକାର…

ସାପ କାମୁଡ଼ା ମୃତ୍ୟୁ ପାଇଁ ବଢିପାରେ କ୍ଷତିପୂରଣ ରାଶି; ୪ ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର (ଆମ ଟିଭି): ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏବେ ୪ ଲକ୍ଷ କ୍ଷତି ପୂରଣ ମିଳୁଥିବା ବେଳେ ଏହାକୁ ୧୦ ଲକ୍ଷ କୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି…

ଗଞ୍ଜାମ ଜିଲ୍ଲାରେ ସଫଳତାର ସହିତ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଅନୁଷ୍ଠିତ

ଗଞ୍ଜାମ (ଆମ ଟିଭି): ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫, ୧୯ ଅକ୍ଟୋବର ରୁ ୧୭…