ଭାରତୀୟଙ୍କ ପାଇଁ ଇରାନ ବନ୍ଦ କଲା ଭିସା ଫ୍ରି ଏଣ୍ଟ୍ରି, ନଭେମ୍ବରରୁ ଲାଗୁ ହେବ ନୂଆ ନିୟମ

ଇରାନ ଯିବାକୁ ପ୍ଲାନ ଅଛି କି ? ଏଣିକି ଇରାନ ଗଲେ ଦରକାର ପଡ଼ିବ ଭିସା । କାହିଁକି ନା ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କରିଛି ଇରାନ । ୨୨ ନଭେମ୍ବର ୨୦୨୫ଠାରୁ ଏହା ଲାଗୁ ହେବ ।…

ଓଲିଉଡ୍‌ ଜଗତକୁ ଶକ୍ତ ଝଟକା; ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଭୁବନେଶ୍ୱର (ଆମ ଟିଭି): ସବୁଦିନ ପାଇଁ ହଜି ଗଲେ ସ୍ବରର ଯାଦୁଗର ହ୍ୟୁମାନ ସାଗର । କିଛି ସମୟ ପୂର୍ବରୁ ଭୁବନେଶ୍ବର ଏମ୍ସରେ ତାଙ୍କର ପରଲୋକ ହୋଇ ଯାଇଛି। ହ୍ୟୁମାନଙ୍କ ଜନ୍ମ ୧୯୦୯୦ ମସିହା…

ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୧ରେ ଟିକେଟ ବିକ୍ରି

ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ। ଏହା ପରେ ୫ ତାରିଖରେ ଅଫଲାଇନରେ ଟିକେଟ ବିକ୍ରି ହେବ। ଷ୍ଟାଡିୟମର ୬ଟି…

‘ମୋ କଥା ନ ଶୁଣି…’, ଫାଶୀ ଦଣ୍ଡ ଉପରେ ଶେଖ ହାସିନାଙ୍କ ପ୍ରଥମ ପ୍ରତିକ୍ରିୟା, କହୁ କହୁ କହିଦେଲେ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛି। ଶେଖ ହାସିନା ଏହି ନିଷ୍ପତ୍ତିକୁ ଏକପାଖିଆ ଏବଂ…

ଋଷ-ଆମେରିକା ମୁହାଁମୁହିଁ, ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପୁଟିନ

ଆମେରିକା (ଆମ ଟିଭି): ଗାଜା ଶାନ୍ତି ଚୁକ୍ତି ପ୍ରସ୍ତାବ ନେଇ ଋଷ-ଆମେରିକା ମୁହାଁମୁହିଁ । ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଗାଜା ଶାନ୍ତି ଚୁକ୍ତି ନେଇ ମତଦାନ ହେବାକୁ ଯାଉଥିବା ବେଳେ ଏହାକୁ…

ଲଦାଖ ଏବଂ ଚୀନରେ ଶକ୍ତିଶାଳୀ ଭୂକମ୍ପ, ଜାଣନ୍ତୁ ତୀବ୍ରତା…?

ନୂଆଦିଲ୍ଲୀ (ଆମ ଟିଭି): ଆଜି ସକାଳେ ଲଦାଖର ଲେହରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା…

ନୂଆପଡ଼ାରେ ଉପନିର୍ବାଚନ ନଥିଲା, ଗଣତନ୍ତ୍ର ପ୍ରତି ଉପହାସ ଥିଲା: ଭକ୍ତ ଦାସ

ଭୁବନେଶ୍ୱର (ଆମ ଟିଭି): ନୂଆପଡ଼ା ଉପନିର୍ବାଚନ ଶେଷ ହେବା ପରେ ଆଜି ଭୁବନେଶ୍ୱର ଫେରି ବିମାନବନ୍ଦରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଭକ୍ତ ଦାସ…

ସରିଲା ଖେଳାଳି ରିଟେନ୍ ଆଉ ରିଲିଜ୍: କାହା ପାଖରେ ରହିଲା କେତେ ଟଙ୍କା?

ନୂଆଦିଲ୍ଲୀ (ଆମ ଟିଭି):  ଆଇପିଏଲ୍ ୨୦୨୬ ପାଇଁ ମିନି ନିଲାମ ପୂର୍ବରୁ, ସମସ୍ତ ୧୦ ଟି ଦଳ ସେମାନଙ୍କର ରିଟେନସନ୍ ଏବଂ ରିଲିଜ୍ ହୋଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ଶନିବାର…

ଆଜି ଶ୍ରୀମନ୍ଦିରରେ ପଇତା ଲାଗି ନୀତି, ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ(ଆମ ଟିଭି): ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ୫…

ଛତ୍ରପୁରରେ ସାଇବର ଅପରାଧ ସଚେତନତା ଶିବିର ଆୟୋଜିତ

ଅତ୍ୟଧିକ ଲୋଭ ଏବଂ ଲାଭର ବଶବର୍ତ୍ତୀ ହୋଇ ମଣିଷ ବିପଦରେ ଛନ୍ଦି ହେବାକୁ ପଡେ l ସେହି ପରିପ୍ରେକ୍ଷୀରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସାଇବର ଅପରାଧ ସଚେତନତା…