ଦେଶରେ ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାରି ଭିତରେ ଗତ ୨୪ ଘଣ୍ଟାରେ ଦେଶରେ ୨୭ ଜଣଙ୍କ ଜୀବନ ଯାଇଛି । ସେପଟେ ୧୦ ହଜାର ତଳକୁ ଖସିଲା ଦେଶରେ…

ଆଜିଠୁ ଖୋଲିଲା ସ୍କୁଲ ଓ ଅଙ୍ଗନୱାଡି

ଭୁବନେଶ୍ୱର (ଆମ ଟିଭି): କମିଲା ତାତି, ଖୋଲିଲା ସ୍କୁଲ ଓ ଅଙ୍ଗନୱାଡି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ରୁ ୧୬ ତାରିଖ ଯାଏଁ ବନ୍ଦ ରହିଥିଲା ସ୍କୁଲ ଓ ଅଙ୍ଗନୱାଡି । ତେବେ ଆଜିଠାରୁ…

ସମ୍ବଲପୁରରେ ଆଉ ୨୪ ଘଣ୍ଟା ବନ୍ଦ ହେଲା ଇଣ୍ଟରନେଟ୍

ସମ୍ବଲପୁର (ଆମ ଟିଭି): ସମ୍ବଲପୁରରେ ହିଂସା ଘଟଣାକୁ ନେଇ ଏବେ ବି ସ୍ୱଭାବିକ ହୋଇନି ପରିସ୍ଥିତି । ସେଥିପାଇଁ ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ । ଆସନ୍ତାକାଲି ସକାଳ ୧୦ଟା…

ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ (ଆମ ଟିଭି): ଆଜି ହେଉଛି ବୈଶାଖ –କୃଷ୍ଣ ଦ୍ୱାଦଶୀ ତିଥି । ଏହି ଅବସରରେ ଦାରୁବ୍ରହ୍ମଙ୍କର ପଇତା ଲାଗି ନୀତି କରାଯିବ । ଏନେଇ ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ…

ଭୁବନେଶ୍ୱରରେ ଲଞ୍ଚ ହେଲା ପର୍ପଲର ସ୍କିନ୍ କେୟାର ବ୍ରାଣ୍ଡ ଡର୍ମଡକ୍

ଭୁବନେଶ୍ୱର : ମନ୍ଦିର ମାଳିନୀ ସହର, ଭୁବନେଶ୍ୱରରେ ଲଞ୍ଚ ହେଲା ପର୍ପଲର ସ୍କିନ୍ କେୟାର ବ୍ରାଣ୍ଡ, ଡର୍ମଡକ୍ । ପୁରା ଓଡ଼ିଶା ଏବେ ଅନୁଭବ କରିବ ଏକ ପ୍ରଭାବଶାଳୀ ଏବଂ ବଜେଟ୍ ଅନୁକୂଳ ସ୍କିନ୍…

ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍‌ ନ ପାଇବାରୁ ‘ଅପମାନ’ ବୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର୍‌ ଶନିବାର ଦିନ…

ସିବିଆଇ ଅଫିସରେ ପହଞ୍ଚିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ‘ସିବିଆଇ’ ମୁଖ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ…

ଅତିକ୍ ଓ ଅଶରିଫଙ୍କ ହତ୍ୟାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନି ଜଣ ଯୁବକ ହତ୍ୟା କରିବା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ :ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ତଥା କଡ଼ପା ସାଂସଦ ୱାଇଏସ୍ ଅବିନାଶ ରେଡ୍ଡୀଙ୍କ ବାପା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଆଜି ଗିରଫ କରିଛି…

ଆଜିଠୁ ବଦଳିବ ପାଗ

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଆଜିଠୁ କମିବ ଗ୍ରୀଷ୍ମପ୍ରବାହ । ବଦଳିବ ପାଗ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାକୁ ମିଳିବ ଆଶ୍ବସ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ…