ବିଜେପିକୁ ହରାଇବାକୁ ହେଲେ ସବୁ ବିରୋଧୀ ଏକଜୁଟ୍ ହେବା ଆବଶ୍ୟକ: ମମତା

ନୂଆଦିଲ୍ଲୀ(ଆମ ଟିଭି): ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା । କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ୩ ଦିନ ଧରି ଧାରଣାରେ ବସିଛନ୍ତି ମମତା ବାନାର୍ଜୀ ।୩୦ ଘଣ୍ଟାରୁ ଅଧିକ…

ରାଜ୍ୟରେ ଗତିଶୀଳ ହେବ ପ୍ରଗତିର ରଥ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଆମ ଟିଭି): ଭଦ୍ରକ ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର । ଭଦ୍ରକ-ନୟାଗଡ଼ ଟାଉନ ମେମୁ ରେଳର ଶୁଭାରମ୍ଭ ଆଜି ହୋଇଛି। କଟକ ରେଳଷ୍ଟେସନରେ ରେଳ ଚଳାଚଳ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର…

ରାମ ନବମୀରେ ବୁଡ଼ିଗଲେ ୨ ଭାଇ

ସୋର (ଆମ ଟିଭି): ରାମ ନବମୀରେ ସୋରରୁ ଆସିଛି ଏକ ଦୁଖଃଦ ଖବର । ଆଜି ୨ ଭାଇଙ୍କ ଅକାଳ ବିୟୋଗ ଘଟିଛି। ଗତ ୧୦ ବର୍ଷ ତଳେ ବଡ଼ ଭାଇଙ୍କ ରାମ ନବମୀରେ ମୃତ୍ୟୁ ହୋଇଥିଲା। ଆଜି ସାନ ଭାଇର ମଧ୍ୟ…

ଆସନ୍ତାମାସରେ ସୁଧ ହାର ଅପରିବର୍ତ୍ତିତ ରଖିପାରେ ଆରବିଆଇ

ନୂଆଦିଲ୍ଲୀ (ଆମ ଟିଭି): ଏପ୍ରିଲରେ ଅପରିବର୍ତ୍ତିତ ରହିପାରେ ସୁଧ ହାର । ଆସନ୍ତା ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ସମିତି ବୈଠକ ହେବାକୁ ଯାଉଥିବାବେଳେ ସେଥିରେ ପ୍ରଚଳିତ…

ପୁଣି ଅଡ଼ୁଆରେ ରାହୁଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ପୁଣି ହରଡ଼ଘଣାରେ ରାହୁଲ ଗାନ୍ଧି। ଗୋଟିଏ ପରେ ଗୋଟିଏ ବିପଦ ରାହୁଲ ଗାନ୍ଧିଙ୍କପିଛା ଛାଡ଼ୁନି। ଏକ ମାନହାନି ମାମଲାରେ ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ…

ରାମ ନବମୀରେ ମନ୍ଦିରରେ ଅଘଟଣ

ହାଇଦ୍ରାବାଦ୍ (ଆମ ଟିଭି): ରାମ ନବମୀରେ ବଡ଼ ଧରଣର ଅଘଟଣ । ରାମନବମୀ ପୂଜା ବେଳେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀରେ ଅଘଟଣ । ପଶ୍ଚିମ ଗୋଦାବରୀର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ…

ଭାରତରେ ବନ୍ଦ ହେଲା ପାକିସ୍ତାନ ଟୁଇଟର ଆକାଉଣ୍ଟ୍

ସାନ୍‌ଫ୍ରାନ୍‌ସିସ୍‌କୋ: ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ‘ଟୁଇଟର୍‌’ ଆକାଉଣ୍ଟ୍‌କୁ ବ୍ଲକ୍‌ କରିଦିଆଯାଇଥିବା କଥା ଆଜି ‘ଟୁଇଟର୍‌’ ଜାରି କରିଥିବା…

ରାହୁଲ ଗାନ୍ଧିଙ୍କ ମାମଲାରେ ଏମିତି କହିଲା ଜର୍ମାନୀ

ନୂଆଦିଲ୍ଲୀ :ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ମାମଲା। ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ଜୋର୍ ଧରିଛି। ସବୁ ବିରୋଧୀ…

ମୋଦିଙ୍କୁ ନେଇ ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ :ମୋଦିିଜୀଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପଡ଼ିଥିଲା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଗୁଜରାଟରେ ହୋଇଥିବା ଏକ ମିଛ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସଲମାନଙ୍କୁ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ବଲିଉଡ ତାରକା ସଲମାନ ଖାନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଅନ୍ଧେରୀ ମେଟ୍ରୋପଲିଟନ କୋର୍ଟ ଦ୍ୱାରା ଜାରି ସମନକୁ ହାଇକୋର୍ଟ ଖାରଜ କରି ସଲମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି।…